Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କ ବଡ଼ ନିଷ୍ପତ୍ତି: ଉପରାଷ୍ଟ୍ରପତି ନିର୍ବାଚନର ଭୋଟଦାନରୁ ବିରତ ରହିବ ବିଜେଡି

ନବୀନଙ୍କ ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତି ନିର୍ବାଚନ । ଭୋଟଦାନରୁ ବିରତ ରହିବ ବିଜେଡି । ସାଂସଦଙ୍କ ସହିତ ଆଲୋଚନା ପରେ ନବୀନଙ୍କ ନିଷ୍ପତ୍ତି । ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି । ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ