Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକ କୁ ଗାଁ ଦାଣ୍ଡର ରେ ଅମାନୁଷିକ ଭାବରେ ବାନ୍ଧି ମାଡ଼ ମାରିଲେ

ଭଦ୍ରକ ଜିଲ୍ଲା ର ଧାମନଗର ଥାନା ଦୋବଲ ଠାରେ ପ୍ରେମ ଘଟଣା କୁ କେନ୍ଦ୍ର କରି ଗାଁ ଦାଣ୍ଡ ରେ ପ୍ରେମିକ ବୁଓ ତାର ସହ ଯୋଗୀ କୁ ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବରେ ବାନ୍ଧି ମାଡ ମାରିବା ଘଟଣା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଚି। ଏହା କୁ ନେଇ ଭଦ୍ରକ୍ ଆରକ୍ଷୀ ଅଧିକ୍ଷ୍ ମନୋଜ ରାଉତ ଘଟଣା ତଦନ୍ତ ପାଇଁ ଧାମନଗର ଥାନା କୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ