Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍। ଖାଲି ବସରେ ନୁହେଁ, ଟ୍ରେନରେ ବି ଯାଉଥିଲେ ଆଶାୟୀ।

୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଲା ବଡ଼ ସୂଚନା। ଖାଲି ବସରେ ନୁହେଁ, ଟ୍ରେନରେ ବି ଯାଉଥିଲେ ଆଶାୟୀ। ବସରେ ଯାଉଥିବା ୧୧୪ ଜଣ ଧରାପଡ଼ିଥିବାବେଳେ ଟ୍ରେନରେ ଯାଉଥିଲେ ଆଉ ୧୮୬ ଜଣ। ସେମାନେ ଫେରାର ହୋଇଥିବାବେଳେ ତାଲିକା ଧରି ଖୋଜୁଛି କ୍ରାଇମବ୍ରାଞ୍ଚ। ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ