Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣତିର ୧୬ ରାଉଣ୍ଡରେ ୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ନୂଆପଡା,14।11: ନୂଆପଡା ଉପ ନିର୍ବାଚନର ଗଣତିର ୧୬ ରାଉଣ୍ଡ ଶେଷ ହୋଇଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ଭୋଟରେ ପଛରେ ପକାଇ ଜୟ ଢୋଲକିଆ ଆଗୁଆ। ତେବେ ଫଳାଫଳକୁ ନେଇ ଜୟ ଢୋଲକିଆଙ୍କ ସମର୍ଥନରେ ସେଲିବ୍ରେସନ ଦେଖିବାକୁ ମିଳୁଛି।

୧ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ। ଖୁସିରେ ମନ୍ଦିରରେ ପୂଜାର୍ଚନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟ ଢୋଲକିଆ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ