Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାକ୍ଷ୍ୟ ପ୍ରମାଣ ଅଭାବରୁ ମୁଦାଲା ନିର୍ଦୋଷରେ ଖଲାସ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାର ମାନ୍ୟବର ଏସଡିଜେଏମ ଏକ ଅପରାଧିକ ମାମଲା ଶୁଣାଣୀ କରି କେଶ ନଂ. ୪୨୪/୨୧ରେ ଥିବା ମୁଦାଲା ଏ. ରାମା ରାଓଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩୯୪ ଆଇପିସି ରୁ ମୁକ୍ତ କରି ନିର୍ଦୋଷରେ ଖଲାସ କରିଛନ୍ତି l ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ଅନିଲ କୁମାର ଦାସ ପରିଚାଳନା କରୁଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ