Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟଗଡ ଥାନା ଅଞ୍ଚଳରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ମାଦାଙ୍ଗି ଗ୍ରାମରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଜଣାପଡ଼ିଛି । ସେହି ଅଞ୍ଚଳର ସମ୍ପୃକ୍ତ ଯୁବକ ଘରେ ଦୁଇଜଣ ନାବାଳିକା ଟିଭି ଦେଖୁଥିବା ବେଳେ ଜଣେ ନାବାଳିକାକୁ ଘରୁ ତଡ଼ିଦେଇ ଅନ୍ୟ ଜଣେ ଆଠ ବର୍ଷର ନାବାଳିକାକୁ ଯୁବକ ଜଣକ ଦୁଷ୍କର୍ମ କରିଥିବା କୋଟଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ କୋଟଗଡ଼ ଥାନା କେଶ୍ ନଂ ୫୪/୨୦୨୩ ପୋକ୍ସୋ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ଘଟଣା ପରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି ।