Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ।

କଳାହାଣ୍ଡି,୨୩/୧୨
କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁଜ୍ଞାନ କୁମାର ବାରିକ ଯୋଗ ଦେଇଛନ୍ତି l ଏହାପୂର୍ବରୁ ସେ ବଲାଙ୍ଗୀର ଜିଲ୍ଲାରେ ଥାନା ଅଧିକାରୀ ଭାବେ ଅବସ୍ଥାପିତ ଥିଲେ l କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ଙ୍କୁ କୋକସରା ଥାନା ରୁ ଜିଲ୍ଲା ସଦର ମହକୁମା କୁ ବଦଳି ହେବାପରେ ତାଙ୍କ ସ୍ଥାନରେ ଶ୍ରୀ ବାରିକ ଯୋଗ ଦେଇଛନ୍ତି। ଏଠାରେ ଯୋଗ ଦେବାପରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ସହ ଜନ ସାଧାରଣ ସହିତ ସୁ ସମ୍ପର୍କ ରଖି କାର୍ଯ୍ୟ କରିବା ଓ ଥାନା ଞ୍ଚଲ ରେ ଆଇନ ଶୃଙ୍ଖଳା କୁ ଶୃଙ୍ଖଳିତ କରିବା ଦିଗରେ ଜନ ସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ