ବିଜେଡିରୁ ସନାତନ ମହାକୁଡ଼ ଅରବିନ୍ଦ ମହାପାତ୍ର ସସ୍ପେଣ୍ଡ
ବିଜେଡିରୁ ସନାତନ ମହାକୁଡ଼ ଅରବିନ୍ଦ ମହାପାତ୍ର ସସ୍ପେଣ୍ଡ l ଆଜି ୨ ବିଧାୟକଙ୍କୁ ସସ୍ପେଣ୍ଡ କଲା ବିଜେଡି, ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର l
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା ବିଧାୟକ ଓ ଚମ୍ପୁଆରୁ ପ୍ରତିନିଧିତ୍ବ କରିଥିଲେ ସନାତନ ମହାକୁଡ l

