Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗର ନେଇ ଶୈବ ପୀଠ ଗୁଡ଼ିକ ଚଳ ଚଞ୍ଚଳ

ଅସ୍ତରଙ୍ଗ,,ପବିତ୍ର ଜାଗର ନେଇ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଶୈବପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି l ବଙ୍ଗୋପ ସାଗର କୂଳରେ ଥିବା ଦାଳୁଅ କଣିର ଗୋମୁଖି କେଶବ, ଶ୍ରୀି ବନ୍ତପୁର ର ଘଣ୍ଟି ବେଲେ
ଶ୍ୱର, ଟିମୋର୍ ର ନୀଳ କଣ୍ଠେଶ୍ୱର,
ଓଳିହଁ ର ଐଶାନେଶ୍ୱର୍, କେଳୁଣୀ ଠାକୁରାଣୀ ଙ୍କ ନିକଟ ବଙ୍ଗୋପସାଗର
ପାଦ ଦେଶରେ ଥିବା ବେଲେଶ୍ୱର୍ ମନ୍ଦିର, ଗୁଡୁବଣୀ, ଅସ୍ତରଂଗ, ବାରଜଙ୍ଗା ର ମହାଦେବ ମନ୍ଦିର,ଆଦି ଦେବପୀଠ
ଗୁଡିକରେ ,ଭଜନ କୀର୍ତ୍ତନ, ଅଷ୍ଟ ପ୍ରହରୀ ନାମ ଜଞ,ସହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିବା ବେଳେ, ଶୃଙ୍ଖଳିତ ଦର୍ଶନ ସହ ,ଭକ୍ତ ମାନେ ଜାଗର ଦୀପ ଜାଳିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମନ୍ଦିର କମିଟି ତରଫରୁ କରା ଯାଇ ଅଛି l ସେହିପରି , ଶିଧିପୂର ର ସିଦ୍ଧେଶ୍ୱର ,ଜିଉନ୍ତି ର ଈସ୍ୱରନାଥ , ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରା ଯାଇଥିବା ବେଳେ, ରାତ୍ର
ଏଗାର ଘଟିବା ସମୟ ରେ ମହାଦୀପ ଉଠିବ ବୋଲି ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ