Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋକସରା ଠାରେ ଆଞ୍ଚଳିକ ଡମ୍ବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

କୋକସରା ,୨୮/୦୫: କୋକସରା ବ୍ଲକ ଆଞ୍ଚଳିକ ଡ଼ମ୍ବ ସମାଜ ର କାର୍ଯ୍ୟକାରିଣୀ ବୈଠକ ରବିବାର କୋକସରା ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଆଞ୍ଚଳିକ ଡମ୍ବ ସମାଜ ର ସଭାପତି ବନମାଳୀ ବାଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ନୂତନ କମିଟିର ସମ୍ପ୍ରସାରଣ ଓ ଆୟବ୍ୟୟ ଉପରେ ଆଲୋଚନା କରାଯାଇଥିଲା। ଆଞ୍ଚଳିକ ଡମ୍ବ ସମାଜ ର ମହା ସଚିବ ଧବଳେଶ୍ବର ନାଗ, ଉପ ସଭାପତି ମାର୍କଣ୍ଡ ବେମାଲ, ସଙ୍ଘଠନ ସଚିବ ଅଜୟ ଦିପ, କୋଷାଧ୍ୟକ୍ଷ ସତ୍ୟବାନ ପାଣିଗ୍ରାହୀ, କାର୍ଯ୍ୟାଳୟ ସମ୍ପାଦକ ଦଶରଥ ବାଗ,କାର୍ଯ୍ୟକାରୀ କମିଟି ସଦସ୍ୟ ଗୋବର୍ଦ୍ଧନ ବାଗ,ରମେଶ ଚନ୍ଦ୍ର ଦୂର୍ଗା, କୌଶିକ ଦୁରିଆ, ଜୟରାମ ମହାନନ୍ଦ,ଖଗେଶ୍ୱର ପାଣିଗ୍ରାହୀ ,ରତ୍ନାକର ବେମାଲ,ଧନୁର୍ଯ୍ୟ ବାଗ, କୁରୁକ୍ଷେତ୍ର ପାଣିଗ୍ରାହୀ,ଗୋବର୍ଦ୍ଧନ ବେମାଲ,ଭୁବନେଶ୍ୱର ନାଏକ,ପିତାମ୍ବର ବିହାରୀ, ମିଡ଼ିଆ ସେଲ ଧୀରେନ୍ଦ୍ର ଠାକୁର,ତ୍ରିଲୋକ୍ୟ ବେଶ୍ରା, ନାରୀ ନେତ୍ରୀ ଅଶୋକା ନାଏକ,ରବୀନ୍ଦ୍ର ବିହାରୀ ପ୍ରମୁଖ ଉପସ୍ଥିତ ରହି ଆଞ୍ଚଳିକ ଡମ୍ବ ସମାଜ ର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ।