Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

ତିରୁଅନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ ସକାଳ ୧୦ଟାରେ କେରଳର ମୁଖ୍ୟମନ୍ତ୍ରୀ ଭାବରେ କଂଗ୍ରେସ ନେତା ଭି.ଡି. ସତିଶନ୍ ଶପଥ ଗ୍ରହଣ କରିଛନ୍ତି।

ଶ୍ରୀ ସତିଶନ୍ ଙ୍କ ସହ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କ୍ୟାବିନେଟର ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସର ୧୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନେ ହେଲେ ରମେଶ ଚେନ୍ନିଥାଲା, ସନି ଜୋସେଫ୍, କେ.ମୁରଲୀଧରନ୍, ଏ.ପି.ଅନିଲ କୁମାର, ପି.ସି.ବିଷ୍ଣୁନାଧ, ଟି.ସିଦ୍ଧିକ୍, ବିନ୍ଦୁ କୃଷ୍ଣ, କେ.ଏ. ତୁଲାସି, ରୋଜି ଏମ୍.ଜନ୍, ଏମ୍.ଲିଜୁ ଏବଂ ଓ.ଜେ.ଜାନିଶ। ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ)ର ୫ଜଣ ଶପଥ ନେଇଛନ୍ତି। ପି.କେ.କୁନ୍ହାଲିକୁଟ୍ଟି, ଏନ.ଶାମସୁଦିନ୍, କେ.ଏମ୍.ଶାଜି, ପି.କେ.ବଶୀର ଏବଂ ଭି.ଇ.ଅବଦୁଲ ଗଫୁର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ