Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆମପାଣି ଘାଟି ରେଵସ ଓ କାର ମଧ୍ୟରେ ଦୁର୍ଘଟଣା

କୋକସରା: ଆମପାଣି ଘାଟି ରେ ବସ ଓ କାର ମଧ୍ୟରେ ଦୁର୍ଘଟଣା, ପୋଲିସ ର ତଦନ୍ତ ଜାରି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓ କାର ମଧ୍ୟରେ ଦୁର୍ଘଟଣା, ଅଳ୍ପେକେ ବର୍ତିଲେ ଯାତ୍ରୀ। ଜାତୀୟ ରାଜପଥ ୨୬ ଆମପାଣି ଘାଟି ରେ ମଙ୍ଗଳବାର ଅପରାହ୍ନ ରେ ଆମପାଣି ଘାଟି ର ଏକ ବୁଲାଣି ରେ ଅଲେଖ ମହିମା ଭକ୍ତ ଙ୍କୁ ନେଇ ଆସୁଥିବା ବସ ଭୁବନେଶ୍ୱର ରୁ ନବରଙ୍ଗପୁର ଜିଲ୍ଲା କୁ ଆସୁଥିବା ବସ ଓ କାର ମଧ୍ୟରେ ଘାଟି ରାସ୍ତା ରେ ଦୁର୍ଘଟଣା ହୋଇଥିବା ବେଳେ ଉଭୟ ବସ ଓ କାର ର ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।