Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଡୁଗାଁ ଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ।ଆଜି ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି ଙ୍କ ସହ କୋକସରା ବ୍ଲକ ଲଡୁଗାଁ ରେ ହେଉଥିବା ଶିଶୁମନ୍ଦିର ରାସ୍ତା , ବଜାର ପଡ଼ିଆ ରାସ୍ତା , ମିଲ ପଡା ରାସ୍ତା , PWD ରୋଡ଼ ଠାରୁ ମାଝୀ ପଡା ମାଉସୀ ମନ୍ଦିର ରାସ୍ତା ବିଷୟରେ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଦେଖି ଆଲୋଚନା କଲେ l ଉପାଧ୍ୟକ୍ଷ ଙ୍କ ସହ ସଞ୍ଜୟ ସିଙ୍ଘଲ,ବିକାଶ ଅଗ୍ରୱାଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।