ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ବାଜପୁର ମାଟିର ପୁଅ “ଜଳନ୍ଧର “
ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଲେ ବାଜପୁର ମାଟିର ପୁଅ ” ଜଳନ୍ଧର ” l
ଅସ୍ତରଙ୍ଗ,, ଜଳନ୍ଧର ସୁବୁଦ୍ଧି, ପି, ରାଜ କିଶୋର ସୁବୁଦ୍ଧି, କାକଟପୁର, ପୁରୀ l ଜଣେ ଉଚ୍ଚ ଶିକ୍ଷିତ ଯୁବକ ସହ ଅସ୍ତରଙ୍ଗ, କାକଟପୁର ସମେତ ବି ଜେ ପି ର ବିଭିନ୍ନ ସଂଗଠନ ସହ ଜଡିତ l ରବିବାର ଦିନ ପ୍ରାଧନମନ୍ତ୍ରୀ ଙ୍କ ଭୁବନେଶ୍ୱର ଗସ୍ତ ର ଅବବ୍ୟହିତ ପୂର୍ବରୁ ବାର୍ତ୍ତା ଆସିଲା, ମାନ୍ୟବର ପ୍ରାଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦର ରେ ଅବତରଣ ପରେ ଆପଣ ମୋଦି ଜି ଙ୍କୁ ସ୍ୱାଗତ କରିବେ l ଜଳନ୍ଧରଙ୍କ ର ଆନନ୍ଦର ସିମା ରହିଲା ନାହିଁ l ଭାରତବର୍ଷ ର ଜସ୍ୱସି ପ୍ରଧାନମନ୍ତ୍ରୀ, କୋଟି କୋଟି ଭାରତୀୟ ଙ୍କ ପ୍ରେରଣା ତଥା ଦେଶ ସେବାରେ ସମର୍ପିତ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କୁ ଭୁବନେଶ୍ୱର ରେ ବିମାନ ବନ୍ଦର ରେ ସ୍ୱାଗତ କରିବାର ସୁଯୋଗ ଜଳନ୍ଧର ଙ୍କ ପାଇଁ ଥିଲା ଆନନ୍ଦ ଓ ଗର୍ବର କଥା l ଯାହାକି ମୋଦିଜି ଙ୍କ ସହ ସାକ୍ଷାତ ଏବଂ ତାଙ୍କ ସହ ଦୁଇ ପଦ କଥା ହେବାର ସେହି ମୂଲ୍ୟବାନ ମୁହୂର୍ତ୍ତ ମୋ ଜୀବନରେ ଏକ ଅବି ସ୍ମରଣୀୟ ସ୍ମୃତି ହୋଇ ରହିଵା ଓ ଦେଶ ପ୍ରତି ତାଙ୍କର ସମର୍ପଣ, ଜନ ସେବା, ନିଷ୍ଠା, ଏବଂ ରାଷ୍ଟ୍ର ନିର୍ମାଣ ସଂକଳ୍ପ ସର୍ବଦା ମୋ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବ ବୋଲି ଏକ ସାକ୍ଷାତ କାର ରେ ଏହି ପ୍ରତିନିଧି ଙ୍କୁ କହିଛନ୍ତି l ଅପର ପକ୍ଷରେ ରାଜ୍ୟ ସଭାପତି ମନମୋହନ ସାମଲ, ଙ୍କ ସମେତ ବରିଷ୍ଠ ନେତା ନିରଞ୍ଜନ ମିଶ୍ର, ପ୍ରିୟଦର୍ଶି ମିଶ୍ର ଜି ଙ୍କୁ ହୃଦୟ ର ଗଭୀର ତମ ପ୍ରଦେଶ ରୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ ମଧ୍ୟ କରି ଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଜେ, ଜଳନ୍ଧର ବର୍ତମାନ ଭୁବନେଶ୍ୱର ଉତ୍ତର ଗୋପୀନାଥ ମଣ୍ଡଳ ର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି l

