Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କର୍ଲାମୁଣ୍ଡା ବ୍ଲକ ପାଚିକା ସଂଘର ସମାବେଶ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସ୍ତରୀୟ ପାଚିକା, ସହାୟିକା ସଂଘର ଏକ ସମାବେଶ ରିଷିଡା କଲେଜ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ଇଣ୍ଡିଆନ ଜଷ୍ଟିସ ପାଟି ପକ୍ଷରୁ ଆୟୋଜିତ ଏହି ସମାବେଶରେ ଡମ୍ବରୁଧର କୁମୁରା ସଭାପତିତ୍ୱ କରିଥିବା ବେଳେ ରଥୁ ଭୋଇ ସଭା ପରିଚାଳନା କରିଥିଲେ l ଏଥିରେ ସମାଜ ସଂସ୍କାରକ ବାବା ଭଗବାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷl ଅମ୍ରିତା ସାହୁ ଅତିଥି ଭାବେ ଯୋଗଦେଇ ପାଚିକା ଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ଆଲୋକପାତ କରିଥିଲେ l ସଂଘ ସଭାନେତ୍ରୀ ମାଳତୀ ପାତ୍ର, ସମ୍ପାଦିକା ଶୁକ୍ରକାନ୍ତି ଗହୀର, କୋଷାଧକ୍ଷ ହେମକାନ୍ତି ରଣାଙ୍କ ସମେତ ବହୁ ପାଚିକା ଓ ସହାୟିକା ଯୋଗଦେଇଥିଲେ l