Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦାଦନ ଶ୍ରମିକ ର ଫେରୁଛି ଶବ

କୋକସରା:୨୩/୦୬ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକ ଙ୍କ ହାଇଦ୍ର।ବାଦ ରେ ମୃତ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଖଣ୍ଡିଡଙ୍ଗରି ଗୁଡ଼ା ଗ୍ରାମ ର ଲବ କାନ୍ତ ମାଝୀ ନାମକ ଜଣେ ଶ୍ରମିକ ଙ୍କ ନିର୍ମାଣଧିନ କେ।ଠ।ଉପରୁପଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଅନୁସାରେ ମୃତ ଯୁବକ ଜଣକ ଗତ ସପ୍ତହେ ତଳେ କାମକରି କୁ ହାଇଦ୍ରାବାଦ ର ରଙ୍ଗ ରେଡ୍ଡୀ ଅଞ୍ଚଳ କୁ କାମ କରି ବାକୁ ଯାଇ ଥିଲେ ଆଜି ଅପରାହ୍ନ ରେ ଏକ ନୂତନ କେଠା ନିର୍ମାଣ କାର୍ଯ ରେ ଶ୍ରମିକ ଭାବରେ କାମ କରୁ ଥିବ।ବେଳେ କୋଠା ଉପରୁ ଖସି ଗୁରୁତ୍ତର ହୋଇଥିଲେ।ସେଠାରେ ଥିବା ସାଥୀ ଶ୍ରମିକ ଯୁବକ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନ।ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ।ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡ଼ାକ୍ତର ଘୋଷଣା କରିଥିଲେ ।ଘଟଣା ପରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପାଠ।ଇଥିବା ସୂଚନା ମିଳିଛି।ଖବର ପାଇବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କାମ କରୁଥିବା ସଂସ୍ଥା ପକ୍ଷ ରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଯୁବକ ଙ୍କ ମରଶରୀରକୁ ନିଜ ଜନ୍ମ ମାଟିକୁ ପହଞ୍ଚିବା ପାଇଁ ପ୍ରତି ଶ୍ରୁତି ଦେଇ ଥିବା ବେଳେ ଆସନ୍ତା କାଲି ଗାଁ ରେ ଶବ ପହଞ୍ଚିବ ବୋଲି ପାରିବାର ଲେକେ କହିଛନ୍ତି।