Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରଖମାରେ ବିଜେପିର ମଣ୍ଡଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଗ୍ରାମୀଣ ବାରଖମା ମଣ୍ଡଳ ବିଜେପି ସଭାପତି ଦ୍ଵିଜବର ମଲ୍ଲିକଙ୍କ ନେତୃତ୍ୱରେ ବାରଖମା ଠାରେ ମଣ୍ଡଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଜିଲ୍ଲା ସ୍ୱଛ ଭାରତ ସଂଯୋଜିକା କଳ୍ପନା କହଁର, ବୀରେନ୍ଦ୍ର ସାହୁ ମଣ୍ଡଳ ସାଧାରଣ ସମ୍ପାଦକ ଜୟରାମ ମଲ୍ଲିକ, ଆନନ୍ଦ କହଁର, ଖଗେଶ୍ୱର ପାତ୍ରଙ୍କ ସମେତ ମଣ୍ଡଳ ଏବଂ ଶକ୍ତିକେନ୍ଦ୍ର ସ୍ତରରେ ବହୁ ପ୍ରମୁଖ ନେତା ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ