Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଶ୍ରୁତି ରଖିଲେ ବ୍ଲକ ଉପାଧ୍ୟକ୍ଷ,ଶବର ପଡା ରେ ଆରମ୍ଭ ହେଲା ରାସ୍ତା ମରାମତି କାର୍ଯ୍ୟ

କୋକସରା: ପ୍ରତିଶ୍ରୁତି ରଖିଲେ କୋକସରା ବ୍ଲକ ଉପାଧ୍ୟକ୍ଷ, ଶବର ପଡା ରେ ଆରମ୍ଭ ହେଲା ରାସ୍ତା ମରାମତି କାର୍ଯ୍ୟ, ଗତ କିଛିଦିନ ତଳେ ରେଙ୍ଗାଳପାଲି ପଞ୍ଚାୟତ ଶବର ପଡା ର ଗ୍ରାମବାସୀ ମାନେ କୋକସରା ବ୍ଲକ କାର୍ଯ୍ୟାଳୟ କୁ ଆସି ପ୍ରଶାସନ ନିକଟରେ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ନେଇ ଅଭିଯୋଗ କରିଥିଲେ।ପରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଶବର ପଡା ରେ ପହଞ୍ଚି ରାସ୍ତା ମରାମତି ପାଇଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ତ୍ୱରିତ ପଦକ୍ଷେପ ନେଇ ବ୍ଲକ ପ୍ରଶାସନ ସହ ଆଲୋଚନା କରି ବ୍ଲକ ଅନୁଦାନ ରେ ରାସ୍ତା ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ।ଯାହାକୁ ନେଇ ସ୍ଥାନୀୟ ଶବର ପଡା ଗ୍ରାମବାସୀ ମାନେ ବ୍ଲକ ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ