Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ଡିଗ୍ରୀ କଲେଜ କୁ 5 -ଟି ରେ 25 ଲକ୍ଷ ଟଙ୍କା ଅନୁଦାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ କୁ 5-t ରେ ଅନ୍ତର୍ଭୂକ୍ତ କରାଯାଇ କଲେଜ ର ଉନ୍ନତି କରଣ ପାଇଁ 25 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା କଲେଜ ଅଧ୍ୟକ୍ଷ ଡଃ ଦେବାଶିଷ ପାଣ୍ଡିଆ ପ୍ରକାଶ କରିଛନ୍ତି l କଲେଜ ରେ ଇ -ପାଠାଗାର , ପିଇବା ପାଣି ର ସୁବିଧା , ବିଜ୍ଞାନ ଲାବୋରଟୋରୀ , ଶୌଚାଳୟ , ସ୍ମାର୍ଟ ଶ୍ରେଣୀଗୃହ ଆଦିର ଉନ୍ନତି କରଣ ପାଇଁ ଉକ୍ତ ଅନୁଦାନ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ରେ ଉଚ୍ଚ ଶିକ୍ଷାର ବିକାଶ ଲକ୍ଷ୍ୟନେଇ କଲେଜକୁ ଯୋଗାଇ ଦିଆଯାଇଛି l