Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ସଂଘ ରାଜ୍ୟ ସଭାପତି ଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା /ମ ରାମପୁର ବ୍ଳକ ସୀମାନ୍ତ ରେ ଥିବା ଶାନ୍ତି ବନ ଠାରେ ରବିବାର କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପକ୍ଷରୁ ସରପଞ୍ଚ ସଂଘ ରାଜ୍ୟ ସଭାପତି ରୋମାଞ୍ଚ ସାହୁ( ରାଷ୍ଟ୍ର) ଙ୍କୁ ସମ୍ବର୍ଦ୍ଧନା ଜଣେଇଥିଲେ।ଏହି ଅବସରରେ ଅୟୋଜିତ ସଭା ରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଭାପତି ନୀଳମଣି ସାହୁ, ସାଧାରଣ ସମ୍ପାଦକ ନବୀନ କୁମାର ସାହୁ, ବରିଷ୍ଠ ବିଚାରକ ହିରାମଣି ସାହୁ, ବରିଷ୍ଠ ଉପଦେଷ୍ଟା କୀର୍ତ୍ତନ ସାହୁ,ପ୍ରବକ୍ତା ପ୍ରଦୀପ କୁମାର ସାହୁ,ସୁଲପାଣି ସାହୁ,ଯୁବରାଜ ସାହୁ, ଖଗେଶ୍ୱର ସାହୁ,ପଙ୍କଜ ସାହୁ,ନନ୍ଦ କିଶୋର ସାହୁ,ଟିକୁନୁ ସାହୁ, ଉଜ୍ଜ୍ୱଳ କୁମାର ସାହୁ, ପରମେଶ୍ୱର ସାହୁ,ରାତ୍ର ସାହୁ,ଥୟକର ସାହୁ,ତାରାଚନ ସାହୁ, ଦୁର୍ଗା ପ୍ରସାଦ ସାହୁ,ପ୍ରସନ୍ନ କୁମାର ସାହୁ, କୁଞ୍ଜ ବିହାରୀ ସାହୁ,ଟୁକୁ ଚନ୍ଦ୍ର ସାହୁ,ଦୈତାରୀ ସାହୁ,ବିମ୍ବାଧର ସାହୁ,ତୁଳସୀ ରାମ ସାହୁ,ହୃଷିକେଶ ସାହୁ ଆଦିତ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ