Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ବିଶ୍ବକପରେ ଟିମ ଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୨୯ ରନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ୧୨ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଭାରତ । ସାମି ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ୩, କୁଲଦୀପ ଯାଦବ ୨ ଏବଂ ଜାଡେଜାଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।