Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ, ଅଞ୍ଚଳ ରେ ଶୋକ।

କୋକସରା:୧୪/୧୧ କୋକସରା ଗ୍ରାମ ର ଜଣେ ଅଵସର ପ୍ରାପ୍ତ ଆଇ.ପି.ଓ ହୃଷିକେଶ ପ୍ରଧାନୀ (୮୦)ଙ୍କ ନିଜ ପୈତୃକ ବାସଭବନ ରେ ମଙ୍ଗଳବାର ସକାଳ ରେ ପରଲୋକ ଘଟିଛି। ସେ ଝଙ୍କଡ଼ ପାଇକ ସମାଜ ର ଜଣେ ବୟୋଜ୍ୟେଷ୍ଠ ମେଳାପୀ ପରୋପକାରୀ ବ୍ୟକ୍ତି ଥିଲେ। ସେ ଜଣେ ଅଵସର ପ୍ରାପ୍ତ ଆଇ.ପି.ଓ ,କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ସେ ଅବସ୍ଥାପିତ ଥିଲେ। ଅଵସର ପରେ ସେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ରେ ସକ୍ରିୟ ଭାବେ ସାମିଲ ରହୁଥିଲେ। ତାଙ୍କ ମେଳାପୀ ଓ।ପରୋପକାରୀ ଯୋଗୁଁ ସମସ୍ତ ଙ୍କ ନିକଟରେ ପ୍ରିୟପାତ୍ର ଥିଲେ।ଦିର୍ଘ କିଛି ମାସ ହେବ ସେ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ତାଙ୍କ ନାତି ଅଙ୍କିତ ପ୍ରଧାନୀ ମୁଖାଗ୍ନି ଦେଇଥିଲେ।ତାଙ୍କ ମୃତ୍ୟୁ ପରେ ଶବଧାର ରେ ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।