Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ର କ୍ୟାମ୍ପସ କମିଟି କର୍ମକର୍ତ୍ତା ଙ୍କ ନାଁ ଘୋଷଣା।

କୋକସରା:୦୯/୧୨ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ର କ୍ଯାମ୍ପସ କମିଟି ଗଠନ ହୋଇଯାଇଛି। କ୍ୟାମ୍ପସ କମିଟି ର କନଭେନର ଭାବେ ଜିତେନ୍ଦ୍ର ରାଉତ,କୋ କନଭେନର ମୁକ୍ତା ଖମାରି, କୁଞ୍ଜ ବିହାରୀ ହଂସ, ଆଥେଲେଟିକ ପ୍ରତିନିଧି ଭାବେ ଡକାନ ମାଝୀ, କାଁହୁ ଶବର,ନନ୍ଦିନୀ ନେଗି,ଗୁଣବତୀ ଛାତ୍ରୀଆ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିନିଧି,ଭକ୍ତରାମ ଦଳପତି, ଚାଣକ୍ୟ ନାଏକ,ଭାଗ୍ୟସେନି ନାଏକ, ଶ୍ରଦ୍ଧାରାଣି ପ୍ରଧାନୀ, ସୋସିଆଲ କାର୍ଯ୍ୟକ୍ରମ ପ୍ରତିନିଧି ଭାବେ ଶୁଭମ ପାତ୍ର, ସୁଷମା ନାଏକ, ନିହାରିକା ମାଝୀ, ଚିନ୍ମୟ ନାଏକ, ହେଲ୍ପ ଡେସ୍କ ପ୍ରତିନିଧି ଭାବେ ଦଧି ସ୍ମିତା ଦୁର୍ଗା,ଲିପ୍ସା ରାଣି ନାଏକ, ତୁଷାର ତାଣ୍ଡି, ନିଳେନ୍ଦ୍ରୀ ଠାକୁର,ସୋସିଆଲ ମିଡିଆ ପ୍ରତିନିଧି ରୁକ୍ମଣୀ ସାହୁ, ନବଦିନି ସାହୁ, ରିଙ୍କୁ ନାଏକ ଓ ଶୁଭମ ଠାକୁର ଙ୍କୁ ଦାୟିତ୍ବ ମିଳିଛି। ସମସ୍ତ ନବନିଯୁକ୍ତ ଛାତ୍ରଛାତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାୟ, ଧର୍ମଗଡ ବିଧାୟକ ଶ୍ରୀ ମୌଷଧି ବାଗ ,ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।