Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ପୌରପାଳିକା ଠାରେ ଖେଳ ଉତ୍ସବର ଶୁଭ ଉଦଘାଟନ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଯୁବ ପିଢିଙ୍କୁ ଖେଳ ଆଗ୍ରହକୁ ସୃଷ୍ଟି କରିବା ପାଇଁ ଆରମ୍ଭ କରିଥିବା ନୂତନ ଯୋଜନା ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଭବାନୀପାଟଣା ପୌରପାଳିକା ସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ଶୁଭ ଉଦଘାଟନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭବାନୀପାଟଣା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ସମ୍ମାନିତ ଅତିଥି ରୂପରେ ନବ ନିଯୁକ୍ତ ନବୀନ ଓଡିଶା କାର୍ଯ୍ୟକ୍ରମର କଳାହାଣ୍ଡି ସଂଯୋଜକ ଶ୍ରୀ ବଦ୍ରିନାରାୟଣ ପଟ୍ଟନାୟକ, ଶ୍ରୀ ଆଦିତ୍ୟ ନନ୍ଦ, ଉପନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ, ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସତ୍ୟ ସଂପର୍ଣ୍ଣା ରାଉତ,ଯୁବ ସମାଜସେଵୀ ମଣ୍ଟୁ ନାଏକ, ସାମନ୍ତ ଖମାରୀ,ସେନାପତି ନାଏକ, ପୀତବାସ ବେହେରା, ରାଜୀବ ସତପଥି,ଭବାନୀପାଟଣା ପୌରପାଳିକା ପରିଷଦ ବୃନ୍ଦ କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ମହେନ୍ଦ୍ର ରାଉତ, ଧବଳେଶ୍ୱର ମହାପାତ୍ର, ପ୍ରଶାନ୍ତ ନାଏକ, ପୌରପାଳିକାର କର୍ମଚାରୀ, ଖେଳାଳି ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ