Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେସିଙ୍ଗା ପହଞ୍ଚିଲା ନବନିର୍ମିତ ଶ୍ରୀରାମ ମନ୍ଦିର ର ଅକ୍ଷତ ଚାଉଳ ଓ ନିମନ୍ତ୍ରଣ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : ଶନିବାର ଦିନ ଅପରାହ୍ନ ତିନିଟା ବେଳେ ଅଯୋଧ୍ୟା ରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଭବ୍ୟ ମନ୍ଦିର ର ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ପହଞ୍ଚିଛି।କେସିଙ୍ଗା ବିଶ୍ବହିନ୍ଦୁ ପରିଷଦ ର କର୍ମକର୍ତ୍ତା କେସିଙ୍ଗା ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ଓ ସର୍ବୋପରି ପ୍ରଭୁ ଶ୍ରୀରାମ ଙ୍କ ଶତାଧିକ ଭକ୍ତ ଅଯୋଧ୍ୟା ରୁ ଆସିଥିବା ଅକ୍ଷୟ ଚାଉଳ ଓ ନିମନ୍ତ୍ରଣ ଗ୍ରହଣକରି ନଗର ପରିକ୍ରମା କରି ଥିଲେ। ଜୟ ଶ୍ରୀ ରାମ ଧ୍ଵନି ରେ ସହର କମ୍ପିଉଠିଥିଲା।ସିଦ୍ଧେଶ୍ଵର ମିଶ୍ର, ଅମୟ କୁମାର ନନ୍ଦ, ସନ୍ତୋଷ ଦାସ, ଗଣେଶ ମିଶ୍ର, ପ୍ରଦୀପ୍ତ କୁମାର ରଥ ,ଲଳିତ ଶର୍ମା, ରୁବୀ ଚୌଧୁରୀ, ବିଶ୍ଵନାଥ କମାନି, ରଞ୍ଜନ କୁମାର ପାଢ଼ୀ, ଜଗଦୀଶ ଷଡ଼ଙ୍ଗୀ, ଦ୍ବାରିକା ପ୍ରସାଦ ଗୁପ୍ତା,ଅରୁଣ ଅଗ୍ରୱାଲ, ପଣ୍ଡିତ ଉମାକାନ୍ତ ଦାସ,ପ୍ରଶାନ୍ତ ବାନାର୍ଜୀ, ପ୍ରେତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।