କଳାହାଣ୍ଡି, ୨୫/୧୨ (ଜଗନ୍ନାଥ ନାଏକ) : ୨୪ ଡିସେମ୍ୱର ରେ ଓପନ ଷ୍ଟେଟ ଟାଇକୋଣ୍ଡୋ ଚମ୍ପାସିପ ୨୦୨୩ ଗଞ୍ଜାମ ଜିଳ୍ଳା ର ବ୍ରହ୍ମପୁର ସହରର ବିଜୁପଟ୍ଟନାୟକ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଅଛି।ଦୁଇଦିନଧରି ଏହି ଆୟୋଜନ ତାଈକୋଣ୍ଡେ ଏସୋସିଏସନ ବ୍ରହ୍ମପୁର ଗଞ୍ଜାମ ଦ୍ୟାରା ହୋଇଥଲା ।ଏଠାେରେ ୧୬ ଟି ଜିଳ୍ଳା ରୁ ପ୍ରତିଯୋଗି ଭାଗ ନେଇଥିଲେ, ସେଭିତରୁ କଳାହାଣ୍ତି ଅଧିକ ପଦକ ୩୧ଟି ସ୍ଵର୍ଣ ପଦକ,୧୬ଟି ରୋପ୍ୟ ପଦକ ୧୩ ତ୍ରାମ୍ୟ ପଦକ୍ ହାସଲ କରି ଚମ୍ପ୍ୟାୟନ ହୋଇଥିଲେ । ଏହି ଟାଇକୋଣ୍ଡୋ କୋଚ୍ ଶ୍ରୀ କୈଳାସ ଦୁର୍ଗା ନିଜ ମତ ରଖିଥିଲେ ଆମକୁ ବହୁତ କମ ସମୟ ମିଳିଥିଲା କିନ୍ତୁ ଆମ ପିଲାମାନେ ଭଳ ପ୍ରଦର୍ଶନ କରି ଆମ କଳାହାଣ୍ଡ ଜିଳ୍ଳା ଷ୍ଟେଟ ଚମ୍ପାୟନ ହୋଈ ଜିଳ୍ଳା ବାସୀ ଙ୍କୁ ଗର୍ଵ ଅନୁଭବ କରାଇଛନ୍ତି । ଆମ ଏମ଼୍ଏସ୍,ଏ
ଗ୍ରୁପ ପ୍ରଥମକରି ଓପନ ତାଈକୋଣ୍ଡେ ଚମ୍ପାସିପ ଟାଇକୋଣ୍ଡୋ ଭାଗନେଇ ୭ଟି ରୋପ୍ୟ ପଦକ ୧୩ଟି ତ୍ରାମ୍ୟ ପଦକ ହାସଲ କରି ଚମ୍ପାୟନ ହୋଇଥଲା । ଏହା ବିଷୟରେ ଟାଇକୋଣ୍ଡୋ କୋଚ୍ ଶ୍ରୀ କୈଳାସ ଦୁର୍ଗା ନିଜ ମତ ରଖିଥିଲେ, ଆମକୁ ବହୁତ କମ ସମୟ ମିଳିଥିଲା କିନ୍ତୁ ଆମ ପିଲାମାନେ ଭଳ ପ୍ରଦର୍ଶନ କରି ଆମ କଳାହାଣ୍ଡ ଜିଳ୍ଳା ବାସୀଙ୍କୁ ଗର୍ଵ ଅନୁଭବ କରାଇଛନ୍ତି । ଆମ ଏମ଼୍ଏସ୍,ଏ ତାଈକୋଣ୍ଡେ ଗ୍ରୁପ ପ୍ରଥମକରି ଓପନ ତାଈକୋଣ୍ଡେ
ଚମ୍ପାସିପ ରେ ଭାଗନେଇଥିଲେ ସୋମ୍ୟ ପ୍ରକାଶ ଦଣ୍ଡସେନା (ସ୍ଵର୍ଣ ପଦକ), ଜିତେନ୍ଦ୍ର ମାଝୀ (ସ୍ଵର୍ଣ ପଦକ), କିରଣ ନାଏକ (ସ୍ଵର୍ଣ ପଦକ), ଅଜିତ ଚଳନ (ସ୍ଵର୍ଣ ପଦକ), ପ୍ରମୋଦ ସାମ୍ୟ ରଥ (ସ୍ଵର୍ଣ ପଦକ), ସୂର୍ଯ୍ୟ କୈବର୍ତ୍ତୀ (ସ୍ଵର୍ଣ ପଦକ), ଟିମ୍ବକେବନ ଶବର (ସ୍ଵର୍ଣ ପଦକ), ପ୍ରୟସ ନାଏକ (ରୋପ୍ୟ ପଦକ), ଡେଜଲ ନାଏକ (ରୋପ୍ୟ ପଦକ), ଧୀରଜ ସିଂ (ରୋପ୍ୟ ପଦକ), ଦୟାସାଗର ମାଝୀ (ବ୍ରୋଞ୍ଜ ପଦକ), ତନିଶ ନାଏକ (ରୋପ୍ୟ ପଦକ), ଆଲକେଶ ନାଗ (ରୋପ୍ୟ ପଦକ), ସେହି ଖେଳାଳି ମାନଙ୍କ ଭିତେର ଦିଳ୍ଳି ପବ୍ଳିକ ସ୍କୁଲ ରୁ ୬ଜଣ ଛାତ୍ର ମଧ୍ୟ ଅଛନ୍ତି ୭ ଟି ସ୍ଵର୍ଣ ୩ ଟି ରୋପ୍ୟ ୩ ଟି ତାମ୍ୟ ପଦକ ହାସଲ କରିଛନ୍ତି ଏହା ଆମକୁ ଉତ୍ସାହ ଯୋଗାଇଛି ଆଗକୁ ଭଲ୍ ଅଭ୍ୟାସ କରି ଅନ୍ତର୍ଜାତୀୟ ସ୍ତରରେ କଳାହାଣ୍ଡି ର ସୁନାମ କରିବୁ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି ।