୧-SCB ରଚିଲା ଇତିହାସ,ପ୍ରଥମ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ,ଭାଇ ପାଇଁ ଭାଇ ଦେଲା ଷ୍ଟେମ।
୨-ଖୁବ୍ ଶିଘ୍ର ବଢ଼ିବ ଆଶା ଓ ଅଙ୍ଗନବାଡି ଦିଦିଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ।
୩-ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ତ୍ରୁଟି:୧୦୦ପ୍ରଶ୍ନପାଇଁ ୬୦ଟି ଉତ୍ତର, ଜେରକ୍ସ ଓ OMR ସିଟ୍ ରେ ହେଲା ପରୀକ୍ଷା।
୪-ରାଜ୍ୟରେ ସପ୍ତାହ ପର୍ଯ୍ୟନ୍ତ ଶୀତ ସାଙ୍ଗକୁ ଜାରିରହିବ ଘନ କୁହୁଡି
୫-ଋଣ ପ୍ରଦାନରେ ଅଗ୍ରଣୀ ବ୍ୟାଙ୍କ ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପୁଣିଥରେ ପୁରସ୍କୃତ।
୬-ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ ଦେବେ ଘୋଷଣାନାମା । ନିଶା ଖାଇ ଯିବେନି କଲେଜ । ଉଚ୍ଚଶିକ୍ଷା ବିଭାଗର ନିଷ୍ପତିକୁ ସ୍ୱାଗତ କଲା ଅଧ୍ୟାପକ ସଂଘ।
୭-OMCକୁ ମିଳିଲା ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର।
୮-କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ ।
୯-ଆକାଶପଥରେ ଯୋଡିହେଲା ସ୍ୱାଭିମାନ ଅଞ୍ଚଳ, ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର।
୧୦-ଲକ୍ଷ୍ମୀପୁରରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା,୧୩୫ କୋଟି ଟଙ୍କାର ଅନୁଦାନ ଘୋଷଣା।
୧୧-ଓଡ଼ିଶାରେ ପ୍ରଦୂଷଣସ୍ତର ଉପରମୁହାଁ, ବାଲେଶ୍ଵର ପାଲଟିଛି ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର।
୧୨-ଆସନ୍ତା ୨୧ରେ ହେବାକୁ ଥିବା କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ,ଯୋଗଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।
୧୩-‘୬୦ ଟିକେଟ ଫାଇନାଲ, କେବଳ ଜିତିବା ଲୋକଙ୍କୁ ହିଁ ଦିଆଯିବ; ଏଥର ସରକାର ଗଢ଼ିବୁ: ତାରା ପ୍ରସାଦ ବାହିନୀପତି
୧୪-ବଡ଼ବିଲ:ଷ୍ଟାର୍ଟ କରୁ କରୁ ଜଳିଗଲା ବାଇକ୍, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ।
୧୫-ହାଇଟେକ୍ ଟ୍ରାଜେଡି: ଆସିଲା DNA ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲୀପ ସାମନ୍ତରାୟ
୧୬-ଖାଇ ଖୋଳ କରିଦେଇଛନ୍ତି ନୟାଗଡ଼ MVI ବାବୁ ପଞ୍ଚାନନ ବେହେରା; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍।
୧୭-ଶିଳାନ୍ୟାସ ହେଲା ପାରାଦୀପ ବନ୍ଦରର ଆଧୁନିକୀକରଣ ପ୍ରକଳ୍ପ।
୧୮-ଅଯ୍ୟୋଧ୍ୟାରେ ରାମଲଲା ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ; ରାଉରକେଲାରେ ଚାଲିଛି ଜୋରଦାର କାମ।
୧୯-ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ପିଏମ ଆବାସ ହିତାଧିକାରୀ, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର।
୨୦-ସଫଳତାର ୧୦୦% ଗ୍ୟାରେଣ୍ଟି ଦେଉଥିବା କୋଚିଂ ସଂସ୍ଥା ଉପରେ ହେବ ଆକ୍ସନ, କେନ୍ଦ୍ର ଆଣୁଛି କଠୋର ନିୟମ