Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ନେତାଜୀ ଓ ବିର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ।

କୋକସରା:୨୩/୦୧ କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଦୁଇ ମହାନ ସଂଗ୍ରାମୀ ପୁରୁଷଙ୍କ କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ବୁଦ୍ଧରାମ ନାଏକ, ମୁଖ୍ୟ ବକ୍ତା ଭାବେସରୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଡମ୍ବରୁ ଧର ନାଏକ, ସୀତାରାମ ରାଉତ,ରଞ୍ଜନ ନାଏକ, ଅକ୍ଷୟ ନାଏକ, ଶିଵ ଶବର ପ୍ରମୁଖ ଉପସ୍ଥିତ ରହି ଦୁଇ ସଂଗ୍ରାମୀ ନେତା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ମଞ୍ଚ ପରିଚାଳନା ନିରଞ୍ଜନ ନିଆଲ କରିଥିଲେ।

More Stories