Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜନ ରେ ସହଯୋଗ କରିବାକୁ ଜିଲ୍ଲାପାଳ ଙ୍କୁ ଭେଟିଲେ କର୍ମକର୍ତ୍ତା।

କୋକସରା:୦୮/୦୨
କୋକସରା ବ୍ଲକ ଜାତୀୟ ରାଜପଥ ଡ଼ଙ୍ଗରିଗୁଡା ଖେଳ ପଡ଼ିଆ ରେ ଶ୍ରୀ ଶ୍ରୀ ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ଆସନ୍ତା ୧୦ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜନ କରୁଥିବା ବେଳେ ଏହି ନାମଯଜ୍ଞ ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ,ପାନୀୟ ଜଳ, ସ୍ୱାସ୍ଥ୍ୟ ଟିମ, ଅଗ୍ନିଶମ ନିରାପତ୍ତା ଓ ସୁପରିଚାଳନା ପାଇଁ ଜଣେ ନୋଡାଲ ଅଧିକାରୀ ଯୋଗାଇ ଆଜି କମିଟି ର କର୍ମକର୍ତ୍ତା ରାଜୀବ ଅଗ୍ରୱାଲ ଓ ରାଜୁ ଗୁପ୍ତା କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ। ରେଡି ଙ୍କୁ ସାକ୍ଷାତ କରି ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories