Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଇରମୁଣ୍ଡା ରୁ ତାଲଭଅଁରା ରାସ୍ତା ନିର୍ମାଣ ପାଇଁ ବିଡିଓ ଙ୍କୁ ଅନୁରୋଧ କଲେ ଗଜାନନ ଯୁବକ ସଂଘ କର୍ମକର୍ତ୍ତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଗଜାନନ ଯୁବକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ବିଭିନ୍ନ ଉନ୍ନୟନ କାର୍ୟ୍ଯ ସମ୍ବନ୍ଧରେ ଆଲୋଚନା କରିଥିଲେ।ଏହି ଅବସରରେ ଭୋଇରମୁଣ୍ଡା ରୁ ତାଳଭଅଁରା ଛକ ରାସ୍ତା ୨ କି.ମି. ରାସ୍ତା ରାସ୍ତାକୁ ମେଟାଲ ମରୋମ କାମ କରିବାକୁ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ତେବେ ଏହାକୁ ଏମଜିଏନ୍ଆରଜିଏସ୍ ରେ ନିର୍ମାଣ କାର୍ଯ୍ୟ କରିବା କୁ ବିଡିଓ ପଦକ୍ଷେପ ନିଆଯିବ ବୋଲି କହିଥିବା ଯୁବକ ସଂଘ ସମ୍ପାଦକ ଅଶୋକ କୁମାର ସାହୁ କହିଛନ୍ତି।ବିଡ଼ିଓ ଙ୍କ ସାକ୍ଷାତସମୟରେ ଯୁବକ ସଂଘ ସଭାପତି ଗିରିଧାରୀ ସାହୁ ,ଖଗେଶ୍ବର ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ