Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା…….ପୁରୀ ଅଭିମୁଖେ ଯାତ୍ରା କଲେ ୨୨୬ଶ୍ରଦ୍ଧାଳୁ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ୧୨ଗ୍ରାମ ପଞ୍ଚାୟତ ରୁ ରବିବାର ଶ୍ରଦ୍ଧାଳୁ ମାନେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।ରାଜ୍ୟ ସରକାରଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ଜରିଆରେ ବ୍ଳକ ବିଭିନ୍ନ ବ୍ଲକ ରୁ ୨୨୬ ଜଣ ମହିଳା ପୁରୁଷ ଏହି ଯାତ୍ରା ରେ ସାମିଲ ହୋଇଛନ୍ତି।ଏଥିପାଇଁ ୬ଟି ଯାତ୍ରୀ ବାହୀ ବସ ର ବ୍ୟବସ୍ଥା ସହିତ ଖାଦ୍ୟପେୟ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦାୟିତ୍ୱ ରେ ଥିବା ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ଲଳିନ୍ଦ୍ର କିଷାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ