Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଲିଟାରୀ ଷ୍ଟେସନରେ ଆଖିବୁଜା ଗୁଳିମାଡ; ୪ ଯବାନ ମୃତ

ଚଣ୍ଡିଗଡ: ପଞ୍ଜାବ ଭଟିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଭୟଙ୍କର ଗୁଳିମାଡ। ଗୁଳିମାଡରେ ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଗୁଳିମାଡ ହୋଇଥିଲା। ଅଫିସର୍ସ ମେସ ଉପରେ ହମଲା କରିଥିବା ଦୁର୍ବୃତ୍ତ ସାଧା ପୋଷାକରେ ଥିବା ଜଣାପଡ଼ିଛି । ସାଉଥ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଗୁଳିମାଡ ପରେ ସମଗ୍ର ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଏ ଘଟଣାକୁ ନେଇ କୁଇକ ରିଆକ୍ସନ ଟିମ୍ ତଦନ୍ତ ଆରମ୍ଭ କରିଛି।