Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଞ୍ଚଳିକ ପାରମ୍ପରିକ ବୈଦ୍ସଂଘର ମାସିକ ବୈଠକ ଆୟୋଜନ ହୋଇଥିଲା

କଳାହାଣ୍ଡି, ୧୬/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗପଂଚାୟତ ଅଧିନରେ ଥିବା ଚୁରା ପାହାଡ ନିକଟସ୍ଥ ଗଦଲା ଶିବମନ୍ଦିର ନିକଟରେ ଅବସ୍ଥିତ ଆଞ୍ଚଳିକ ପାରମ୍ପରିକ ବୈଦ୍ ସଂଘ, ଉକ୍ତ ସଂଘ ଗତ ୨୦୨୦ମସିହାରେ ଗଠନ କରି ଆଜି ପର୍ଯ୍ୟନ୍ତ ଜନ ସାଧାରଣ ଲୋକଙ୍କ କଲ୍ୟାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ବେଳେ ଉକ୍ତ ସଂଘକୁ ସରକାରୀ ସ୍ଥରରେ ପଞ୍ଜିକରଣ ସକାଶେ ଆଜି ସଭା ଆୟୋଜନ ହୋଇଥିଲା,ଏହି ଅବସରରେ ସଭାପତି ଗିରିସଙ୍କର ଭୋଇ ଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇଥିଲା ବେଳେ ସମ୍ପାଦକ ବବୃବାହାନ ପ୍ରଧାନ, ରାମ କୁମାର ସେନାପତି, ରାଘବ ପ୍ରଧାନ, ଉଦିଆ ନିଆଲ, ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ