ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥିଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବାକୁ ଥିବା ବେଳେ ଆଜି ବିଜେଡିରେ ସାମିଲ ହୋଇଥିବା ମନ୍ମଥ ରାଉତରାୟଙ୍କୁ ଦଳ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ।
ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
ସମ୍ବଲପୁର –ପ୍ରଣବ ପ୍ରକାଶ ଦାସ
କୋରାପୁଟ-କୌଶଲ୍ୟା ହିକ୍କକା
ସୁନ୍ଦରଗଡ଼- ଦିଲୀପ ତିର୍କୀ
ଭୁବନେଶ୍ବର- ମନ୍ମଥ ରାଉତରାୟ
କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
କଳାହାଣ୍ଡି – ଲମ୍ବୋଦର ନିଆଲ
ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି
ଆସ୍କା- ରଂଜିତା ସାହୁ
ନବରଙ୍ଗପୁର- ପ୍ରଦୀପ ମାଝୀ
ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
ଜି ଉଦୟଗିରି- ସାଲୁଗା ପ୍ରଧାନ
କଣ୍ଟାମାଳ – ମହୀଧର ରଣା
ବୌଦ୍ଧ- ପ୍ରଦୀପ ଅମାତ
ବଡମ୍ବା – ଦେବୀ ମିଶ୍ର
ବାଙ୍କି – ଦେବୀ ରଞ୍ଜନ ତ୍ରିପାଠୀ
ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଟକ ଚୌଦ୍ବାର – ସୌଭିକ୍ ବିଶ୍ବାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ର ସାରିଥି ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧୃବ ସାହୁ
ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମା ସାମନ୍ତରାୟ
ସତ୍ୟବାଦୀ – ସଂଜୟ ଦାଶବର୍ମା
ପିପିଲି – ରୁଦ୍ର ମହାରଥି
ଜଟଣି – ବିଭୁତି ବଳବନ୍ତରାୟ
ରଣପୁର – ସତ୍ୟ ପ୍ରଧାନ
ଦଶପଲ୍ଲା – ରମେଶ ବେହେରା
ନୟାଗଡ଼ – ଅରୁଣ କୁମାର ସାହୁ
ଭଞ୍ଜନଗର – ବିକ୍ରମ ଆରୁଖ୍
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାସ ବେହେରା
ସୋରଡା – ସଂଘମିତ୍ରା ସ୍ବାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ
ଗୋପାଳପୁର – ବିକ୍ରମ ପଣ୍ଡା
ଦିଗପହଣ୍ଡି – ବିପ୍ଳବ ପାତ୍ର
ଚିକିଟି – ଚିନ୍ମୟାନନ୍ଦ ଶ୍ରୀରୂପଦେବ
କୋଟପାଡ଼ – ଚନ୍ଦ୍ରଶେଖର ମାଝି
କୋରାପୁଟ- ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାଡକାମି
ଘଷିପୁରା – ବଦ୍ରି ପାତ୍ର
ପାଟଣା – ଜଗନ୍ନାଥ ନାୟକ