Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଣବ ପ୍ରକାଶ ଦାସ ଜାଗାରେ ଯାଜପୁରରୁ ପ୍ରାର୍ଥୀ ହେଇଥିବା ନୂଆ ଚେହେରା ସୁଜାତା ସାହୁ, ଜାଣନ୍ତୁ କିଏ

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ରାଜନୈତିକ ମହଲରେ ହଟଚମଟ । ସବୁଠୁ ଆଶ୍ଚର୍ଯ୍ୟ କରିଛି, ଯାଜପୁର ବିଧାନସଭା ଆସନ। ଯେଉଁଠି ହେଭିଓ୍ବେଟ ନେତା ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ୁଥିଲେ,ସେହି ସ୍ଥାନରୁ ନୂଆ ଚେହେରା ଉଭା ହୋଇଛନ୍ତି ସୁଜାତା ସାହୁ। ଯଦି ସୁଜତାଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା ତେବେ 2012ରୁ 2017 ପର୍ଯ୍ୟନ୍ତ, ଯାଜପୁର ଦଶରଥପୁର ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି। ଏହା ସହ ଦଳର ଜିଲ୍ଲାର ବିଜେଡିର ବିଭିନ୍ନ ସଂଗଠନ ଦାୟିତ୍ବ ତୁଲାଇ ଆସିଛନ୍ତି। ଯାଜପୁର ନିର୍ବାଚନ ମଣ୍ଡଳିର ରାମବାଗ ଅନ୍ତର୍ଗତ ତଳିଆ ଅଞ୍ଚଳରେ ସୁଜାତା ସାହୁଙ୍କ ଘର