Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତି ଶୃଙ୍ଖଳା ରେ ସରିଲା ମତଦାନ….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିଥିବା ଜଣାପଡିଛି।ଏହି କ୍ରମରେ ବ୍ଲକ ର ରିଂଜା ଧରଣୀପଡା ପ୍ରାଥମିକ ବିଦ୍ୟାଳୟରେ ରିଂଜା ର ମୋଟ ୧୦୮୦ ଭୋଟର ଙ୍କ ପାଇଁ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲା।ଏଥିରେ ୮୨୨ ଭୋଟ୍ ର ମତଦାନ କରିଥିଲେ।ତନ୍ମଧ୍ୟରେ ପୁରୁଷ ୪୨୫ ଓ ମହିଳା ୩୯୭ ମତଦାନ କରିଥିବା ଜଣା ପଡିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ