Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦେବ- ଚିଲିକାରେ ପୃଥ୍ବୀରାଜ ହରିଚନ୍ଦନ ଆଗରେ

ଓଡ଼ିଶା ବିଧାନସଭା ଆସନ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଖୋର୍ଦ୍ଧାର ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଶାନ୍ତ ଜଗଦେବ ୫,୬୮୭ ଭୋଟ୍ ପାଇଥିବାବେଳେ ବିଜେଡିର ରାଜେନ୍ଦ୍ର ସାହୁ ୪,୩୬୩ ଭୋଟ୍ କଂଗ୍ରେସର ସୋନାଲି ସାହୁ ୧୩୦ ଭୋଟ୍ ଏବଂ ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତ ୪୧୧ ଭୋଟ୍ ପାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ପ୍ରଶାନ୍ତ ୨,୩୮୩ ଭୋଟ୍ ଆଗୁଆ ରହିଛନ୍ତି।