Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ୟୁପି ସ୍କୁଲ ରେ ମାସିକ ସହଭାଗିତା ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୨୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ସିଉନୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ ର ପ୍ରଥମ ମାସିକ ସହଭାଗିତା ବୈଠକ।ଆମପାଣି ସିଆରସିସି କେଦାର ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ କଳାହାଣ୍ଡି ଡିଆଇଟି ଅଧ୍ୟକ୍ଷ ଦେଶବନ୍ଧୁ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୋକସରା ଗୋଷ୍ଠୀ ଶିକ୍ଷାଧିକାରିଣୀ ରସ୍ମିତା ନେତାମ୍ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ତୋଫାନ ମାଝୀ,ଆଲୋରାଣୀ ହଲଦାର୍ ଯୋଗ ଦେଇଥିଲେ। ଆର.ପି ଭାବେ କନ୍ଦାଗଡ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପୁରୋହିତ ଏବଂ ଗିରିଶ ଚନ୍ଦ୍ର ସରାବୁ ଦାୟିତ୍ବ ତୁଲାଇଥିଲେ । ମାସିକ ସହଭାଗିତା ବୈଠକ କୁ ମଞ୍ଚ ପରିଚାଳନା ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି କରିଥିବା ବେଳେ ଆମପାଣି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ