Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ

ସମ୍ବଲପୁର:ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଭଟିଲି ବ୍ଲକ ଅର୍ନ୍ତଗତ ମୁଲବାର ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅତିଥି ଭାବେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଆଜୀବନ ସଦସ୍ୟ ତଥା ପ୍ରକୃତି ପ୍ରେମୀ ଦୟାନିଧି ପ୍ରଧାନ,ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ମୁକୁନ୍ଦ ଦାଶ ଯୋଗ ଦେଇ ଛାତ୍ର ଓ ଛାତ୍ରୀ ମାନଙ୍କୁ ସାଧାରଣ ଞାନ ପ୍ରତିଯୋଗିତା ବିଷୟ ରେ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଭୁଏ ସଭାପତିତ୍ବ କରିଥିବା ବେଲେ ବିଦ୍ୟାଳୟ ର ସମସ୍ତ ଶିଯକ,ସହ ଶିଯକ ଓ ଗେଷ୍ଟ ବିଚର ମାନେ ସହଯୋଗ କରିଥିଲେ ଏହି ଅବସରରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ ପାଇଁ ଆଶିଷ କୁମାର ରଥ ଓ କୈଳାସ ଭୁଏ ଆଜୀବନ ସଦସ୍ୟ ଭାବେ ଯୋଗଦାନ କରିଥିଲେ,କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସମ୍ମାନିତ କରାଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି ଶେଷରେ ବିଦ୍ୟାଳୟ ର ଶୃତିମୟି ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ