Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଣ୍ଢୋଲ କଲେଜରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ ଡିଗ୍ରୀ କଲେଜରେ ବୁଧବାର ନିଶାମୁକ୍ତ ସଚେତନତା ଶିବିର ଆୟୋଜିତ ହୋଇଯାଇଛି I ମାଟୁପାଲି ନିଶା ନିବାରଣ କେନ୍ଦ୍ର ତରଫରୁ ଆୟୋଜିତ ଏହି ଶିବିରରେ କଲେଜ ଅଧ୍ୟକ୍ଷ ଅଜିତ କୁମାର ମେହେର ଉଦଘାଟନ କରିଥିଲେ l ରାଧା ସ୍ଵେଚ୍ଛାସେବୀ ସଂଗଠନ ର ପ୍ରକଳ୍ପ ସଂଯୋଜକ ବିନୋଦ ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଅଧ୍ୟାପକ ପବିତ୍ର ବାରିକ ମାର୍ଗ ଦର୍ଶନ କରିଥିଲେ I କାର୍ଯ୍ୟକ୍ରମ କୁ ସାମାଜିକ କର୍ମୀ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଗୋକୁଲ ବେହେରା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ