Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତା ସୈଫ୍ ଅଲ୍ଲି ଖାନଙ୍କୁ ଛୁରାମାଡ଼

ମୁମ୍ୱାଇ: ବଲିଉଡ ଷ୍ଟାର ସୈଫ ଅଲ୍ଲି ଖାନଙ୍କ ଘରୁ ଚୋାରି ଉଦ୍ୟମ । ଏହି ସମୟରେ ଚୋରଙ୍କ ଛୁରା ମାଡ଼ରେ ସୈଫ ଆହତ । ବାନ୍ଦ୍ରା ସ୍ଥିତି ଘରେ ଗତ ରାତି ସାଢେ ଦୁଇଟାରେ ଏହି ଆକ୍ରମଣ ହୋଇଛି । ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିଥିବା ସୂଚନା ମିଳିଛି ।

ସୈଫଙ୍କ ହାତ ଓ ପିଠିରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସର ତଦନ୍ତ ଜାରି । ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ