Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌଡକେଲl ପଡାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଳା ଗ୍ରାମ ପଞ୍ଚାୟତ ଗୌଡ଼କେଲା ପଡା ରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଆଜି ମହାନଦୀ ରୁ ଜଳ ଆଣି କଳସ ଶୋଭାଯାତ୍ରା କରାଯାଇଥିଲା l ଶତାଧିକ ମହିଳା ଦୀର୍ଘ ୩ କିଲୋମିଟର ମୁଣ୍ଡରେ କଳସ ବୋହି, ହରିବୋଲ ହୁଳହୁଳି , ଘଣ୍ଟସଂଖ ସହିତ ସଂକ୍ରିତନ୍ୟ କରି କଳସ ସ୍ଥାପନ କରିଥିଲେ l ଆୟୋଜକ ସୁଦାମ ଜଗଦଲାଙ୍କ ଆହ୍ୱାନ କ୍ରମେ ବବୁଲୁ କଲତା , ଘାସିରାମ ଜଗଦଲା , ରାଜେନ୍ଦ୍ର ଜଗଦଲା, ନଦୀକିଶୋର ଜଗଦଲା ,, ଈଶ୍ୱର ଭୋଇ , ହରିବନ୍ଧୁ ଜଗଦଲା , ଗିରିଶ ଜଗଦଲା , ସୁଶାନ୍ତ ଜଗଦଲା , କ୍ରିଷ୍ନା ଜଗଦଲା , ସବିତା ରାଜହଂସ , ପଙ୍କଜିନୀ ବଣ୍ଡକି, ରିତା ବଣ୍ଡକି ପ୍ରମୁଖ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ