Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ମିଶନ ଶକ୍ତି ରିଟେଲ ମାର୍ଟ ଦୋକାନ ଗୃହ ଉଦଘାଟିତ

ବୀରମହାରାଜପୁର (ସୌମିତ୍ରି ମେହେର) ଆଜି ସୁବଳୟା ମିଶନ ଶକ୍ତି ରିଟେଲ ମାର୍ଟ ଦୋକାନ ଗୃହ ସଂଘ ସଭାନେତ୍ରୀ ମୀରା ବାରିକ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି I ଏହି ଉଦଘାଟନ ସମୟରେ ସମ୍ପାଦିକା ମାଧୁରୀ ମେହେର , ଏମ ବି କେ, ବବିତା ରାଣୀ ମହାପାତ୍ର , ସମିତି ସଭ୍ୟା ଲିଲି ମେହେର , ସି ଆର ପି, ରେଖା ନାଏକ , ସୁମତି ମେହେର , ଦମୟନ୍ତୀ ମେହେର , ସ୍ୱପ୍ନା ମେହେର , ଦୁଲାନା ମେହେର , ପଦ୍ମିନୀ ସେଠି , ବନିତା ନନ୍ଦ , ଝରଣା ଦାସ , ତାପସପିନୀ ମହାନନ୍ଦ ଓ ସମସ୍ତ ଇ ସି, ସଭ୍ୟା ଉପସ୍ଥିତ ଥିଲେ l ଦୋକାନ ଗୃହ ଟି ପାଇଥିବା ସ୍ୱୟଂ ସାହାୟିକା ରଘୁନାଥ ଗୋଷ୍ଠୀର ସଦସ୍ୟା ଜିତା ମେହେର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ଥିବା ସହିତ ଖୁସି ବ୍ୟକ୍ତ ଅନୁଭବ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ