Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ବସଷ୍ଟାଣ୍ଡ ରୁ ବିଦେଶୀ ମଦସହ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ୍ ଜବତ୍ : ବେପାରୀ ଗିରଫ

ବାଲିଗୁଡା, ତା, ୨୯/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ ଧରି ଖୁଲମଖୁଲା ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ବିଷୟ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୋଲିସ ଟିମ୍ ସହ ଦୋକାନ ଉପରେ ଅଚାନକ ଚଢ଼ାଉ କରି ୧କେଜି ୨୧୦ଗ୍ରାମ ଗଞ୍ଜେଇ ଜବତ ସହ ସିଗାରେଟ୍ ଗୋଗୋ ୧କେଜି ୧୧୦ଗ୍ରାମ, ମିଗ୍ଦୱାଲ୍ ୱିସ୍କି ୫୫ ବୋଟଲ, ଓଲ୍ଡମଙ୍କ ୨୦ଟଟା, ପାଉଚ୍ ୩ଟା, ବିଅର୍ କେନ୍ ୫ ଟା ଏବଂ ୧୭ ଲିଟର ବିଦେଶୀ ମଦ ଜବତ କରିବା ସହ ଦୋକାନୀ ସଦାନନ୍ଦ ବରଡକୁ ଗିରଫ କରିଥିବା ବିଷୟ ପୋଲିସ୍ ଏସଡିପିଓ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ