Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାମାଳ ରେ ରାମଲୀଳା କାର୍ଯ୍ୟକ୍ରମ ରେ ରାମ ବନବାସ ନାଟକ ପରିବେଷଣ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚମ୍ପାମାଲ ଠାରେ ରାମଲୀଳା କାର୍ଯ୍ୟକ୍ରମ ରେ ଆଜି ରାମ ବନବାସ ନାଟକ ମଞ୍ଚସ୍ଥ ହୋଇ ଯାଇଛି l ଏହା ଦେଖିବାକୁ ବହୁ ଦର୍ଶକ ଙ୍କ ସମାଗମ ହୋଇଥିଲା I ଉକ୍ତ ନାଟକରେ ରାମ ଭୂମିକା ରେ ରବି ଚନ୍ଦ୍ର ପୁରୋହିତ , ଲକ୍ଷ୍ମଣ ଭୂମିକାରେ ବିଦ୍ୟା ଧର ଥନାପତି , ସୀତା ଭୂମିକାରେ ଯତି ଥନାପତି , ଦଶରଥ ଭୂମିକାରେ ସନ୍ତୋଷ ଦଣ୍ଡସେନା , ବଶିଷ୍ଟ ଭୂମିକାରେ ପ୍ରକାଶ ପଣ୍ଡା, ଶବର ଭୂମିକାରେ ଶ୍ରବଣ ମହାରଣା , ଗ୍ରାମବାସୀ କିଶୋର ହୋତା , ସଞ୍ଜୟ, କଳ୍ପ , ଉଗରେ , ଉପେନ୍ଦ୍ର , ଅଜିତ , ଭାରଦ୍ୱାଜ ରେ ପଦ୍ମନାଭ ପୁରୋହିତ ଅଭିନୟ କରିଥିବା ବେଳେ .ବାଦ୍ୟ ଯନ୍ତ୍ରରେ ପଂଚାନନ , ଦିଲୀପ , ବାବଳୁ , ଆଲୋକ ରେ ସପିନ, ବିକଳ୍ପ , ଭୀଷ୍ମ.ପ୍ରଭୁତି ସହଯୋଗ କରିଥିଲେ l ଦୀର୍ଘ ଏଜ ଶହ ବର୍ଷ ରୁ ଉର୍ଦ୍ଧବର୍ଷ ହେଲା ଉକ୍ତ ନାଟଜ ପ୍ରତ୍ୟହ ସନ୍ଧ୍ୟା ରେ ଶହ ଶହ ଦର୍ଶାଜ ଉପସ୍ଥିତ ରହି ନାଟକ ଉପଭୋଗ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ