ଟିକରାପଡ଼ା ସ୍ଥିତ ଗାନ୍ଧିପଡ଼ା ରେ ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ସମ୍ପନ୍ନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ ଟିକ୍ରାପଡା ଗାନ୍ଧୀପଡା ରୁ ଦେବ ଦେବ ମହାଦେବ ଶୀଧେଶ୍ୱର ବାବାଙ୍କ ବରାତ ବାହାରି ଟିକ୍ରାପଡା ମାତା ପାର୍ବତୀ ଙ୍କ ଘରେ ପହଂଚି ଦେବ ନୀତି ରୀତି ଅନୁଯାଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇ ସହର ପରିକ୍ରମା କରିଥିବା ବେଳେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଦେଖାଯାଇ ଥିଲା l ଚଳିତ ବର୍ଷ ବହୁ ଆଡମ୍ବର ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି I ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି l