Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଧକ୍କା ରେ ବାଇକ ଚାଳକ ଗୁରୁତର, ଜିଲ୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ।

କଳାହାଣ୍ଡି,୧୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ମୋଟେର ନିକଟରେ ଗୁରୁବାର ଅପରାହ୍ନ ସମୟରେ କାର ଧକ୍କା ରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଯୁବକ ଙ୍କ ଅବସ୍ଥା ଜଟିଳ ଥିବାରୁ ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ହେଲେ ଭାରତ ଭୂଷଣ ନାଏକ(ମଣ୍ଟୁ) (୩୩) ନର୍ଲା ବ୍ଲକ କେରବାଣ୍ଡି ଗ୍ରାମ ର ସେ ଆମପାଣି ସ୍ଥିତ ଜନଜାତି ବିଦ୍ୟାଳୟ ରେ ଶିକ୍ଷକ ଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ