Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍: ୫ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର

ବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍ । ବୈଠକରେ ୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର । ନ୍ୟୁ ଭୁବନେଶ୍ବର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ ମୋହର ।

ପ୍ରକଳ୍ପ ପାଇଁ ୧୫ ବର୍ଷରେ ୮,୧୭୯ କୋଟି ଖର୍ଚ୍ଚ କରିବ BDA । ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮ଶହ ଏକର ଜମିରେ ହେବ । ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ ।

ST,SC ଓ ଭିନ୍ନକ୍ଷମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦେବେ ପରୀକ୍ଷା ଫିସ୍‌। ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟାମବଳୀର ସଂଶୋଧନ।

ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍‌ ପାସ୍ ପାଇଁ ବଢ଼ିଲା BDOଙ୍କ ଆର୍ଥିକ କ୍ଷମତା ।

ମୋଟର ଯାନ ଅଧିନିୟମରେ ଚାଲାଣ ଏକକାଳୀନ ସମାଧାନକୁ ଗୁରୁତ୍ବ।

ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ ହେବ କମିଟି। ବକେୟା ଜୋରିମାନା ଦୃଢ଼ତାର ସହ ଆଦାୟ ଉପରେ ଗୁରୁତ୍ବ । ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର।