Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ବର୍ଷିଲେ ପ୍ରମିଳା ମଲ୍ଲିକ , କହିଲେ କୁଚକ୍ରିଙ୍କୁ ଦିଆଯାଉଛି ଉଚିତ୍ ଜବାବ

ବିଜେଡିରୁ ନିଲମ୍ୱିତ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ତେବେ ଦଳରୁ ବାହାର ହେବା ପରେ ମୁହଁ ଖୋଲିଥିଲେ ପ୍ରଫୁଲ୍ଲ । ସେ କହିଥିଲେ ଯେ, ସେ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି । ଆଉ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ପରେ ଜଣଙ୍କ ପର ଜଣେ ତୁଙ୍ଗ ନେତା ବୟାନ ରଖିବାରେ ବ୍ୟସ୍ତ ।

ଏବେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଦଳ ଭିତରେ ରହି ଯେଉଁମାନେ କୁଚକ୍ରି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବା ବେଳେ ସେ ମନ୍ତ୍ରୀ ହେଉଥିଲେ । ଆଉ କିଏ କାହିଁକି ମନ୍ତ୍ରୀ ହେଲେ ନାହିଁ ବୋଲି ସେତେବେଳେ ସେ କହୁନଥିଲେ । ନେତାଙ୍କର କୌଣସି କଥାକୁ ସେ ବାହାରେ ପ୍ରଚାର କରୁଥିବାରୁ ଦଳ ପଦକ୍ଷେପ ନେଇଛି । ଦଳ ପ୍ରଫୁଲ୍ଲଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନେଇଛି । ଯେତେବେଳେ କ୍ଷମତା ଥିଲା, ସେତେବେଳେ ବିଚାର ଆଦର୍ଶ ଥିଲା । ସେ ମନ୍ତ୍ରୀ ଥିବା ବେଳେ ବିଚାର ଆଦର୍ଶ ଥିଲା ।

More Stories