Rashiphala In Odia
ଅଗଷ୍ଟ ୨୭ ଗୁରୁବାର: ଏହି ୭ ରାଶିର ବଢ଼ିବ ଧନ, ଚାକିରି-ବ୍ୟବସାୟରେ ମିଳିବ ସଫଳତା; ଜାଣନ୍ତୁ ଆଜିର ରାଶିଫଳ
ଭୁବନେଶ୍ୱର, ୨୭/୮: ଆଜି ଅଗଷ୍ଟ ୨୭ ତାରିଖ, ଗୁରୁବାର। ଜ୍ୟୋତିଷୀୟ ଗଣନା ଅନୁସାରେ ଆଜିର ଦିନଟି କିଛି ରାଶି ପାଇଁ...
Raksha Bandhan: ଭଦ୍ରା କାଳ ଥିଲେ କେବେ ବାନ୍ଧିବେ ରାକ୍ଷୀ? ରାତିରେ ବି ହୋଇପାରେ ରକ୍ଷାବନ୍ଧନ, ଜାଣନ୍ତୁ ଶାସ୍ତ୍ରୀୟ ମତ କଣ କହୁଛି…
ରକ୍ଷାବନ୍ଧନ ହେଉଛି ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ...
ଅଗଷ୍ଟ ୨୬ ବୁଧବାର: ଏହି ୫ ରାଶିର ଖୋଲିବ ଭାଗ୍ୟ, ଧନ-ଚାକିରିରେ ମିଳିପାରେ ଶୁଭ ଖବର
ଆଜି ବୁଧବାର, ଅଗଷ୍ଟ ୨୬ ତାରିଖ। ଜ୍ୟୋତିଷୀୟ ଗଣନା ଅନୁସାରେ ଆଜି ଚନ୍ଦ୍ର ମକର ରାଶିରେ ଏବଂ ଶ୍ରବଣ ନକ୍ଷତ୍ରରେ...
ଆଜିର ରାଶିଫଳ: ଅଗଷ୍ଟ ୨୫, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭ, କାହାକୁ ରହିବାକୁ ପଡ଼ିବ ସତର୍କ?
ଭୁବନେଶ୍ୱର: ଅଗଷ୍ଟ ୨୫, ମଙ୍ଗଳବାର ଦିନଟି ରାଶିଚକ୍ରର ବିଭିନ୍ନ ରାଶି ପାଇଁ ଭିନ୍ନ ଭିନ୍ନ ଫଳ ନେଇ ଆସିବ। କେତେକ...
ସାପ୍ତାହିକ ରାଶିଫଳ: ବଦଳିବ ଗ୍ରହଙ୍କ ଚଳନ, ୨୪ରୁ ୩୦ ଅଗଷ୍ଟ ଯାଏ କେଉଁ ରାଶି ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସତର୍କ?
୨୪ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚଳିତ ସପ୍ତାହରେ ଗ୍ରହମାନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ରହିବ। ସପ୍ତାହ ଆରମ୍ଭରେ ଚନ୍ଦ୍ର...
୨୨ ଅଗଷ୍ଟରୁ ବୁଧ-କେତୁଙ୍କ ଜଡତ୍ୱ ଯୋଗ; ୪ ରାଶିଙ୍କୁ ରହିବାକୁ ପଡ଼ିବ ସତର୍କ, ଜାଣନ୍ତୁ କାହା ଉପରେ କ’ଣ ପଡିବ ପ୍ରଭାବ?
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚରକୁ ଵିଶେଷ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତି ବଦଳିବା ସହ ବିଭିନ୍ନ ରାଶି ଉପରେ ଏହାର...
ଆଜିର ରାଶିଫଳ: ସିଂହରେ ସୂର୍ଯ୍ୟ, ବିଛାରେ ଚନ୍ଦ୍ର; ୫ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସତର୍କ!
ଆଜି ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର। ପଞ୍ଜିକା ଅନୁସାରେ ଆଜି ଶ୍ରାବଣ ଶୁକ୍ଳ ପକ୍ଷର ନବମୀ ତିଥି ଓ ଅନୁରାଧା...
ଆଜିର ରାଶିଫଳ: ୫ ରାଶିଙ୍କ ପାଇଁ ଆସିପାରେ ଖୁସି ଖବର, ଧନଲାଭର ଯୋଗ; ଏମାନେ ରୁହନ୍ତୁ ସାବଧାନ!
ଆଜି ୨୦ ଅଗଷ୍ଟ ୨୦୨୬, ଗୁରୁବାର। ଶ୍ରାବଣ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଦିନରେ ବିଶାଖା ନକ୍ଷତ୍ର ପରେ ଅନୁରାଧା...
ଆଜିର ରାଶିଫଳ: ଭାଗ୍ୟ ଦେବ ସାଥ୍, ଖୋଲିପାରେ ଆୟର ନୂଆ ବାଟ; ଏହି ରାଶିଙ୍କୁ ରହିବାକୁ ପଡ଼ିବ ସତର୍କ
ଆଜି ୧୯ ଅଗଷ୍ଟ ୨୦୨୬, ବୁଧବାର। ଶ୍ରାବଣ ଶୁକ୍ଳ ପକ୍ଷ ସପ୍ତମୀ ତିଥି ରହିଛି। ସନ୍ଧ୍ୟାରେ ଅଷ୍ଟମୀ ତିଥି ଆରମ୍ଭ...
ଆଜିର ଦିନଟି କେଉଁ ରାଶି ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ…
ଆଜି ୧୮ ଅଗଷ୍ଟ ୨୦୨୬, ମଙ୍ଗଳବାର। ଶ୍ରାବଣ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି। ଜ୍ୟୋତିଷ ଗଣନା ଅନୁସାରେ ଆଜି ଚନ୍ଦ୍ରମା...
ଆଜି ସିଂହ ସଂକ୍ରାନ୍ତି: ୧୨ ରାଶି ଉପରେ କିଭଳି ରହିବ ପ୍ରଭାବ? ଜାଣନ୍ତୁ…
ଆଜି ୧୭ ଅଗଷ୍ଟ ୨୦୨୬, ସୋମବାର। ଆଜି ସୂର୍ଯ୍ୟ କର୍କଟ ରାଶି ଛାଡ଼ି ସିଂହ ରାଶିରେ ପ୍ରବେଶ କରୁଛନ୍ତି। ଏହି...
ଅଗଷ୍ଟ ୨୦ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ପାଇଁ ଆସିପାରେ ବଡ଼ ସୁଯୋଗ
ବୈଦିକ ଜ୍ୟୋତିଷ ଅନୁସାରେ, ୨୦ ଅଗଷ୍ଟ ୨୦୨୬ରେ ଶନି ରେବତୀ ନକ୍ଷତ୍ରରେ ପ୍ରବେଶ କରିବେ। ରେବତୀ ନକ୍ଷତ୍ରର ସ୍ୱାମୀ ବୁଧ।...
